ସୋର ବିଜେଡି ପକ୍ଷରୁ ବିଜୁଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ସୋର ପୌରାଞ୍ଚଳ ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି।


ଆ.କ,୨୭/୧୨/୨୪:ସୋର ବିଜେଡି ପକ୍ଷରୁ ବିଜୁଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ସୋର ପୌରାଞ୍ଚଳ ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ  ଜିଲ୍ଲା ଉପସଭାପତି ଅଶୋକ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଳ ମୁଖ୍ୟ ଅତିଥି ଭାବେ ସୋର ବିଧାୟକ ମାଧବ ଧଡ଼ା,ବ୍ଲକ ଅଧକ୍ଷା ଅନୁସୟା ମଳିକ,ସୋର ନଗର ସଭାପତି ସୁକାନ୍ତ ମିଶ୍ର,ଜିଲ୍ଲା ପରିଷଦ ଜୟରାମ ଦାସ, ଜୟନ୍ତ ସ୍ୱାଇଁ, ଶିଶିର ଅଗସ୍ତି, ନୀଳାମ୍ବର ମହାଳିକ, ପୂର୍ବତନ ପୌରାଧକ୍ଷ ବଙ୍କେଶ ବେହେରା,ମହେନ୍ଦ୍ର କୁମାର ପାତ୍ର,ବାହାନଗା ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷ  ଶରତ କୁମାର ରାଜ, ଅଶ୍ୱିନୀ ମହାପାତ୍ର ,ପାରିଷଦ ରମେଶ ସିଂହ,ପୂର୍ବତନ ଜିଲ୍ଲା ଉପସଭାପତି ପ୍ରଦୀପ ଜେନା,କମଳାକାନ୍ତ ଘଡେଇ,ଶଙ୍କର୍ଷଣ ବାରିକ,ପୁଷ୍ପଲତା ଜେନା, ସୋର ଏବଂ ବାହାନାଗା ବ୍ଲକର ସମସ୍ତ ସରପଞ୍ଚ ସମିତି ସଭ୍ୟ,ସେବା ସମବାୟ ସମିତିର ସଭାପତି,ପୂର୍ବତନ ପାରିଷଦ ମହେଶ କୁମାର ବେହେରା,ଆଇନଜୀବୀ ସୁବାସ ଚନ୍ଦ୍ର ଦାସ,ସଚ୍ଚିଦାନନ୍ଦ ଦ୍ବିବେଦୀ ପ୍ରମୁଖ ମଞ୍ଚାସିନ ହୋଇ ନିଜନିଜର ବକ୍ତବ୍ୟ ରଖିଥିଲେ। 

ଏହି ସମୟରେ  ବିଭିନ୍ନ ପଞ୍ଚାୟତରୁ  ଶତାଧିକ ମହିଳା ଓ ପୁରୁଷ କର୍ମୀ ମାନେ ଯୋଗଦେଇଥିଲେ। ଶେଷରେ ଶଙ୍କର୍ଷଣ ବାରିକ ସମସ୍ତଙ୍କୁ ଧବ୍ୟବାଦ ଅର୍ପଣ କରିଥିଲେ।
By: Hemanta Barik 


Post a Comment

0 Comments