ଆ.କ,ବ୍ରହ୍ମପୁର,୨୪/୦୧/୨୫: ସଡ଼କ ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଛତ୍ରପୁର ସ୍ଥିତ ଡିଏଭି ପବ୍ଲିକ ସ୍କୁଲ ତରଫରୁ ଆୟୋଜିତ ହୋଇଯାଇଛି ।ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ପ୍ରଥ ପ୍ରାନ୍ତ ନାଟକ ସହ ହାତରେ ପ୍ଲାଡ କାର୍ଡ ଧରି ସଡ଼କ ସୁରକ୍ଷା ର ବାର୍ତ୍ତା ମାଧ୍ୟମରେ ସଚେତନ କରାଯାଇଥିଲା । ସ୍କୁଲ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ରିପୋର୍ଟର:ରାଜିବ ଲୋଚନ ମିଶ୍ର
0 Comments