ଲାବଣ୍ୟବତୀ ଉଚ୍ଚ ବିଦ୍ୟାଳୟ ଓ ରେବତୀ ଉ,ପ୍ରା, ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ l


ଆ.କ,ସୋର,୧୭/୦୧/୨୫:ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ ସିମୁଳିଆ ଠାରେ ହରିହର ସ୍ମାରକୀ ସ୍ମୃତି ସଂସଦ ଆନୁକୁଲ୍ୟରେ ଲାବଣ୍ୟବତୀ ଉଚ୍ଚ ବିଦ୍ୟାଳୟ ଓ ରେବତି ଉପ୍ରା ବିଦ୍ୟାଳୟ ର ବାର୍ଷିକ ପୁରସ୍କାର ବିତରଣ ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଅବସର ରେ ମୁଖ୍ୟ ଅତିଥି ଡମ୍ବୁରୁ ଧର ନାୟକ,ମୁଖ୍ୟ ବକ୍ତା ଜୟରାମ ଦାସ, ସମ୍ମାନୀତ ଅତିଥି ଡକ୍ଟର ଶ୍ରୀକାନ୍ତ ପଣ୍ଡା , ଓ ପ୍ରଫୁଲ୍ଲ ଦାସ,ଯାତ୍ରା ଜଗତର ଖାଳନlୟକ୍ ଲୋକନାଥ ଲେଙ୍କା,ସମ୍ବର୍ଦ୍ଧିତ ଅତିଥି ସିଦ୍ଧାର୍ଥ ପାତ୍ର,ସମାଜସେବୀ ଅନାମ ଚରଣ ବାରିକ,ଉଭୟ ସ୍କୁଲର ସଭାପତି ପ୍ରଶାନ୍ତ ଦାସ,ହେମନ୍ତ ବାରିକ,ଉଭୟ ସ୍କୁଲର ପ୍ରଧାନ ଶିକ୍ଷକ କମଳା କାନ୍ତ କର,ମାନସ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସର ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

By : Hemanta Barik 



 

Post a Comment

0 Comments