ଆ.କ, ବ୍ରହ୍ମପୁର,୨୪/୦୧/୨୫:ଅତିରିକ୍ତ ଏସ ପି ସମେତ ସ୍ତ୍ରୀ ସମେତ ଶାଶୁ ଆହାତ।ଭଞ୍ଜନଗର ରେ କାର୍ଯ୍ୟରତ ଅତିରିକ୍ତ ଏସ୍ ପିଙ୍କ ଶାଳୁଆପଲ୍ଲୀ ନିକଟରେ ଘଟିଛି ଦୁର୍ଘଟଣା ହୋଇଛି ।କାର ଟି ରାସ୍ତା କଡରେ ଥିବା ଏକ ଗଛରେ ପିଟିହୋଇ ଓଲଟି ପଡ଼ିଥିଲା। ଯାହାଫଳରେ ସେଥିରେ ବସିଥିବା ଏଏସପି ରଞ୍ଜନ କୁମାର ଦେ ଙ୍କ ସମେତ ଶାଶୁ,ସ୍ତ୍ରୀ, ଏବଂ ଡ୍ରାଇଭର ଆହତ ହୋଇଛନ୍ତି । ଆହତ ମାନଙ୍କୁ ତୁରନ୍ତ ମେଡିକାଲ ରେ ଭର୍ତ୍ତି କରାଯିବା ସହ ଚିକିତ୍ସା କରାଯାଇଛି।
ରିପୋର୍ଟର:ରାଜିବ ଲୋଚନ ମିଶ୍ର
0 Comments