ଏଠାକାର ଲୋକେ କେତେବେଳେ ଜଙ୍ଗଲୀ ଖାଦ୍ୟ ଖାଇ ଭୋକ ମେଣ୍ଟାଉଛନ୍ତି ତୋ କେତେବେଳେ ବାଉଁଶ କରଡି,ଛତୁ, କନ୍ଦା, କସଲା। ଏ ଭଳି ଲୋକଙ୍କ ଦୁଃଖ କଷ୍ଟ ବୁଝିବ କିଏ କାହାକୁ ଗୁହାରି କରିବେ। ସରକାର ଯୋଜନା ଉପରେ ଯୋଜନା ରେ କଟିକଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ କୌଣସି ଯୋଜନା ପାଇଁ ପାରୁନାହାନ୍ତି। ବିଜୁଳି ଆଲୁଅ ଏମାନଙ୍କ ପାଇଁ ଶଳାର ଲାଇଟ ଗାଁରେ ଲାଗିଛି ସତ ତାହା ମାତ୍ର ସନ୍ଧ୍ୟାରେ ୨ ଘଣ୍ଟା ଜଳୁଛି ତାହାପରେ ଠପ।ଏହାକୁ ନେଇ ନିୟମଗିରି ସଭାପତି ଲଦ ଶିକକା, ପ୍ରକାଶ କରିଛନ୍ତି। ଏବେ ବି ଗାଁ ଗୁଡିକରେ ବିଜୁଳି ଆଲୁଅ ପହଂଚି ପାରିନାହିଁ।
ଏଣୁ ଏହି ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସରକାର ଙ୍କୁ ଅନୁରୋଧ କି ତୁରନ୍ତ ଏହି ଗାଁ ଗୁଡିକରେ ବିଜୁଳୀ କେବେ ଜଗାଇଦେବେ ତାହା ଦେଖିବାକୁ ବାକି ରହିଲା।
ରିପୋର୍ଟର : ପ୍ରଫୁଲ୍ଲ କୁମାର ବେହେରା
0 Comments